or_tn/jas/04/08.md

2.4 KiB

General Information:

ଏଠାରେ “ତୁମେ” ଶବ୍ଦ ବହୁବଚନ ଅଟେ ଏବଂ ଛିନ୍ନଭିନ୍ନ ହୋଇଥିବା ବିଶ୍ବାସୀମାନଙ୍କୁ ବୁଝାଏ ଯେଉଁମାନଙ୍କ ନିକଟକୁ ଯାକୁବ ଲେଖନ୍ତି । (ଦେଖ: rc://*/ta/man/translate/figs-you)

Come close to God

ଏଠାରେ ନିକଟବର୍ତ୍ତୀ ହେବାର ଧାରଣା ସାଧୁତା ହେବା ଏବଂ ଈଶ୍ବରଙ୍କ ସହିତ ମିଳିତ ହେବା । (ଦେଖ:rc://*/ta/man/translate/figs-metaphor)

Cleanse your hands, you sinners, and purify your hearts, you double-minded

ଏହି ଦୁଇଟି ବାକ୍ୟାଂଶର ପରସ୍ପର ମଧ୍ୟରେ ସମାନ୍ତର ଅଟନ୍ତି । (ଦେଖ: rc://*/ta/man/translate/figs-parallelism)

Cleanse your hands

ଏହି ବାକ୍ୟାଂଶ ଲୋକମାନଙ୍କୁ ଅଧାର୍ମିକତାର କାର୍ଯ୍ୟ କରିବା ବଦଳରେ ଧାର୍ମିକତାର କାର୍ଯ୍ୟ କରିବା ନିମନ୍ତେ ଆଜ୍ଞା ଦିଏ । ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କୁ ସମ୍ମାନ କରିବା ଉଦେଶ୍ବରେ ଆଚରଣ କର” (ଦେଖ: rc://*/ta/man/translate/figs-metonymy)

purify your hearts

ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଚିନ୍ତାଧାରା ଏବଂ ଭାବନାକୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ତୁମର ଚିନ୍ତାଧାରା ଏବଂ ଭାବନା ଶୁଚି କର” (ଦେଖ: rc://*/ta/man/translate/figs-metonymy)

double-minded

“ଦ୍ବିମନା” ଶବ୍ଦ ଏପରି ଜଣେ ବ୍ୟକ୍ତିଙ୍କୁ ବୁଝାଏ ଯେ କୌଣସି ବିଷୟରେ ଦୃଢ ନିର୍ଣ୍ଣୟ ନେଇ ପାରି ନଥାଏ । ଅନ୍ୟ ଏକ ଅନୁବାଦରେ: “ଦ୍ବିମନା ଲୋକ” କିମ୍ବା “ ଯେଉଁ ଲୋକମାନେ ସେମାନେ ଈଶ୍ବରଙ୍କ ଆଜ୍ଞା ପାଳନ କରିବେ କି ନାହିଁ ତାହା ନିଷ୍ପତ୍ତି କରି ପାରନ୍ତି ନାହି” (ଦେଖ: rc://*/ta/man/translate/figs-metaphor)