or_tn/jas/04/05.md

1.4 KiB

Or do you think the scripture says in vain

ଏହା ଯାକୁବ ଆପଣା ଶ୍ରୋତାମାନଙ୍କୁ ଉସ୍ଚାହିତ କରିବା ନିମନ୍ତେ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରିଛନ୍ତି । ବୃଥା କହିବା ଅନର୍ଥକ ଭାବେ କହିବା ଅଟେ । ଅନ୍ୟ ଏକ ଅନୁବାଦରେ: “ଏହି କାରଣ ଅଟେ ଯାହା ଶାସ୍ତ୍ର କହେ”

The Spirit he caused to live in us

କେତେକ ସଂସ୍କରଣ ଗୁଡ଼ିକ, ULT ଏବଂ UST ସହିତ, ପବିତ୍ରଆତ୍ମାଙ୍କ ବିଷୟରେ ଉଲ୍ଲେଖ କରିବା ସଦୃଶ ଏହାକୁ ବୁଝାଯାଏ । ଅନ୍ୟ ସଂସ୍କରଣ ଏହାକୁ “ଆତ୍ମା” ସ୍ବରୂପ ଅନୁବାଦ କରନ୍ତି, ଏବଂ ଯାହାର ଅର୍ଥ ମନୁଷ୍ୟର ଆତ୍ମା ଅଟେ ଯାହା ପ୍ରତ୍ୟେକ ବ୍ୟକ୍ତି ଏହାକୁ ଧାରଣ କରିବା ନିମନ୍ତେ ସୃଷ୍ଟି ହୋଇଛନ୍ତି । ଆମ୍ଭେମାନେ ଇଚ୍ଛା କରୁ ଯେ ତୁମେ ନିଜର ପାଠକଙ୍କ ଦ୍ବାରା ବ୍ୟବହାର କରା ଯାଇଥିବା ଅନ୍ୟ ଅନୁବାଦରୁ ବ୍ୟବହୃତ ଅର୍ଥକୁ ବ୍ୟବହାର କର ।