or_tn/jas/04/02.md

1.4 KiB

You kill and covet, and you are not able to obtain

“ତୁମ୍ଭେମାନେ ହତ୍ୟ କରୁଅଛ” ବାକ୍ୟାଂଶ ଦର୍ଶାଏ ଯେ ଲୋକମାନେ ଯାହା ଚାହୁଁଛନ୍ତି ତାହା ପାଇବା ପାଇଁ କେତେ ମନ୍ଦ ଆଚରଣ କରିଥାନ୍ତି । ଏହାକୁ “ଯାହା କିଛି ଆପଣଙ୍କ ପାଖରେ ନାହିଁ ତାହାକୁ ପାଇବା ପାଇଁ ତୁମ୍ଭେମାନେ ସମସ୍ତ ପ୍ରକାରର ମନ୍ଦ କର୍ମ କରୁଅଛ” ସଦୃଶ ଅନୁବାଦ କରାଯାଇ ପାରିବ” (ଦେଖ: rc://*/ta/man/translate/figs-hyperbole )

You fight and quarrel

“ଯୁଦ୍ଧ” ଓ “ବିବାଦ”ର ସାଧାରଣ ଅର୍ଥ ସମାନ ଅଟେ । ଲୋକମାନେ ସେମାନଙ୍କ ମଧ୍ୟରେ କିପ୍ରକାରେ ବାକ୍ ଯୁଦ୍ଧ କରୁଛନ୍ତି ତାହାକୁ ଗୁରୁତ୍ବାରୋପ କରିବା ନିମନ୍ତେ ଯାକୁବ ସେଗୁଡିକୁ ବ୍ୟବହାର କରୁଛନ୍ତି । ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ସର୍ବଦା ବିବାଦ କରୁଥାଅ” (ଦେଖ : rc://*/ta/man/translate/figs-doublet)