or_tn/jas/04/01.md

24 lines
4.2 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# General Information:
ଏହି ଭାଗରେ, ଶବ୍ଦସମୁହ “ତୁମ୍ଭେମାନେ ନିଜେ,” “ତୁମର” ଓ “ତୁମେମାନେ” ବହୁବଚନ ଅଟେ ଏବଂ ଯାକୁବ ଯେଉଁମାନଙ୍କ ନିକଟକୁ ଲେଖୁଛନ୍ତି ସେହି ବିଶ୍ବସୀମାନଙ୍କୁ ବୁଝାଏ ।
# Connecting Statement:
ଯାକୁବ ଏହି ବିଶ୍ବାସୀମାନଙ୍କୁ ସେମାନଙ୍କ ଜାଗତିକ ମନା ଓ ନମ୍ରତାର ଅଭାବର କାରଣରୁ ସେମାନଙ୍କୁ ଅନୁଯୋଗ କରନ୍ତି । ପୁଣି ସେ ସେମାନଙ୍କୁ ପରସ୍ପର ପ୍ରତି କିପରି ଆଚରଣ କରନ୍ତି ସେହି ବିଷୟରେ ଧ୍ୟାନ ଦେବା ନିମନ୍ତେ ଅନୁରୋଧ କରନ୍ତି ।
# Where do quarrels and disputes among you come from?
“ଯୁଦ୍ଧ” ଏବଂ “ବିବାଦ” ଏହି ଭାବବାଚକ ବିଶେଷ୍ୟର ଅର୍ଥ ସମାନ ଅର୍ଥ ଅଟେ ଏବଂ କ୍ରିୟା ରୂପରେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “କାହିକି ତୁମେମାନେ ନିଜ ନିଜ ମଧ୍ୟରେ ଯୁଦ୍ଧ ଏବଂ ବିବାଦ କରୁଅଛ ?” ବା “କାହିକି ତୁମେମାନେ ନିଜ ନିଜ ମଧ୍ୟରେ ବିବାଦ କରୁଅଛ ?” (ଦେଖ: [[rc://*/ta/man/translate/figs-doublet]] ଏବଂ [[rc://*/ta/man/translate/figs-abstractnouns]])
# Do they not come from your desires that fight among your members?
ଯାକୁବ ତାହାଙ୍କ ଶ୍ରୋତାମାନଙ୍କୁ ଅନୁଯୋଗ କରିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି । ଏହାକୁ ଏକ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ସେଗୁଡିକ ସେହି ବିଷୟ ପ୍ରତି ତୁମମାନଙ୍କ ମନ୍ଦ ଅଭିଳାଷରୁ ଜାତ ହୁଏ, ଯେଉଁ ଅଭିଳାଷ ତୁମର ସଦସ୍ୟମାନଙ୍କ ମଧ୍ୟରେ ବିବାଦର କାରଣ ହୋଇଥାଏ ।” ବା “ମନ୍ଦ ବିଷୟ ପ୍ରତି ରହିଥିବା ତୁମମାନଙ୍କ ଅଭିଳାଷରୁ ସେଗୁଡିକ ଜାତ ହୁଏ, ଯେଉଁ ଅଭିଳାଷ ଗୁଡିକ ତୁମର ସଦସ୍ୟମାନଙ୍କ ମଧ୍ୟରେ ବିବାଦର କାରଣ ହୋଇଥାଏ ।” (ଦେଖ: [[rc://*/ta/man/translate/figs-rquestion]])
# Do they not come from your desires that fight among your members?
ଯାକୁବ ଅଭିଳାଷ ବିଷୟରେ କହନ୍ତି ଯେପରି ସେମାନେ ଶତ୍ରୁ ଥିଲେ ଯେଉଁମାନେ ବିଶ୍ବାସୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ବେତନ ପାଉଥିଲେ । ବାସ୍ତବାରେ, ଯଦିୟବା, ଏହା ସେହି ଲୋକମାନେ ଅଟନ୍ତି ଯେଉଁମାନେ ସେମାନଙ୍କ ମଧ୍ୟରେ ଯୁଦ୍ଧ କରିବା ନିମନ୍ତେ ଇଚ୍ଛା କରିଥାନ୍ତି । ଅନ୍ୟ ଏକ ଅନୁବାଦରେ: “ସେଗୁଡିକ ମନ୍ଦ ବିଷୟ ପ୍ରତି ରହିଥିବା ତୁମମାନଙ୍କ ଅଭିଳାଷରୁ ଜାତ ହୁଏ, ଯଦ୍ବାରା ତୁମେମାନେ ପରିଶେଷରେ ନିଜ ନିଜର କ୍ଷତି କରିଥାଅ” (ଦେଖ: [[rc://*/ta/man/translate/figs-personification]])
# among your members
ସମ୍ଭାବିତ ଅର୍ଥଗୁଡିକ ୧) ସ୍ଥାନୀୟ ବିଶ୍ବସୀମାନଙ୍କ ମଧ୍ୟରେ ବିବାଦ ହେବା, ବା ) ବିବାଦ, ଯାହାକି, ପ୍ରତ୍ୟେକ ବିଶ୍ବାସୀମାନଙ୍କ ମଧ୍ୟରେ ଦ୍ବନ୍ଦ ସୃଷ୍ଟି କରିବା ।