or_tn/jas/03/intro.md

696 B

ଯାକୁବ ୦୩ ଅଧ୍ୟାୟ ସାଧାରଣ ଟିପ୍ପଣୀ

ଏହି ଅଧ୍ୟାୟରେ ଗୁରୁତ୍ବପୂର୍ଣ୍ଣ ଅଳଙ୍କାର

ରୂପକ

ଯାକୁବ ତାହାଙ୍କ ପାଠକମାନଙ୍କୁ ଶିକ୍ଷା ଦିଅନ୍ତି ଯେ ସେମାନେ ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଦୈନଦିନ ଜୀବନଠାରୁ ଯାହା ସେମାନେ ଜ୍ଞାତ/ଅନୁଭବି ଅଟନ୍ତି ତାହା ସ୍ଣରଣ କରାଇ ଦିଅନ୍ତି । (ଦେଖ : rc://*/ta/man/translate/figs-metaphor)