or_tn/jas/03/15.md

2.2 KiB

This is not the wisdom that comes down from above

ଏଠାରେ “ଏହା” ପୁର୍ବ ପଦରେ ବର୍ଣ୍ଣିତ “ତିକ୍ତ ଇର୍ଷା ଏବଂ ସଂଘର୍ଷ”କୁ ବୁଝାଏ । “ଉର୍ଦ୍ଧରୁ” ବାକ୍ୟାଂଶ ଏକ ଲକ୍ଷଣ ସୂଚକ ଶଦ୍ଦ ଅଟେ ଯାହା “ସ୍ବର୍ଗ”କୁ ବୁଝାଏ ଯାହା ସ୍ବୟଂ ଈଶ୍ବରଙ୍କୁ ପ୍ରକାଶ କରେ । ଅନ୍ୟ ଏକ ଅନୁବାଦରେ: “ଏହା ସେହି ପ୍ରକାରର ଜ୍ଞାନ ନୁହେ ଯାହା ଈଶ୍ବର ଆମକୁ ସ୍ବର୍ଗରୁ ଶିକ୍ଷା ଦିଅନ୍ତି” (ଦେଖ : rc://*/ta/man/translate/figs-metonymy )

This is not the wisdom that comes down from above. Instead, it is earthly, unspiritual, demonic

ଭାବବାଚକ ସର୍ବନାମ “ଜ୍ଞାନ”କୁ “ବୁଦ୍ଧିମାନ” କୁହାଯାଇପାରିବ । - ଅନ୍ୟ ଏକ ଅନୁବାଦରେ: “ଯେଉ ବ୍ୟକ୍ତି ଏହି ଭଲି କାର୍ଯ୍ୟ କରେ ଏହା ବୁଦ୍ଧିମାନର କର୍ମ ସଦୃଶ ନୁହେଁ, ଯାହା ସ୍ବର୍ଗସ୍ଥ ଈଶ୍ବର ଆମକୁ ଶିକ୍ଷା ଦିଅନ୍ତି । ବରଂ ଏହି ବ୍ୟକ୍ତି ସାଂସାରିକ, ଆତ୍ମିକମନା ନୁହନ୍ତି, ଏବଂ ଏହା ଶୟତାନ ଶକ୍ତି ଅଟେ” (ଦେଖ : rc://*/ta/man/translate/figs-abstractnouns )

earthly

“ସାଂସାରିକ” ଶବ୍ଦ ସେହି ଲୋକମାନଙ୍କ ବୁଝାଏ ଯେଉଁମାନେ ସେମାନଙ୍କ ଜୀବନ ଶୈଳୀରେ ଓ ଆଚରଣରେ ଈଶ୍ବରଙ୍କୁ ସମ୍ମାନ କରନ୍ତି । ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କୁ ଅସମ୍ମାନ କରିବା” (ଦେଖ: rc://*/ta/man/translate/figs-metonymy )

unspiritual

ପବିତ୍ରଆତ୍ମାଙ୍କ ଠାରୁ ନୁହେଁ କିମ୍ବା “ଆତ୍ମିକ ନୁହେଁ”

demonic

ଶୟତାନଠାରୁ