or_tn/jas/03/13.md

1.5 KiB

Who is wise and understanding among you?

ଯାକୁବ ତାହାଙ୍କ ଶ୍ରୋତାମାନଙ୍କୁ ଉଚିତ୍ ବ୍ୟବହାର ବିଷୟରେ ଶିକ୍ଷାଦେବା ନିମନ୍ତେ ଏହି ପ୍ରଶ୍ନର ବ୍ୟବହାର କରନ୍ତି । ”ଜ୍ଞାନୀ” ଏବଂ “ବୁଝିବା ଶକ୍ତି” ଶବ୍ଦସମୁହ ଉଭୟ ସମାନ ଅଟେ । ଅନ୍ୟ ଏକ ଅନୁବାଦରେ: “ମୁ ତୁମ୍ଭମାନଙ୍କୁ କହିବି ଯେ ଜଣେ ବୁଦ୍ଧିମାନ ଓ ଜ୍ଞାନୀ ବ୍ୟକ୍ତି କେମିତି କାର୍ଯ୍ୟ କରିଥାଏ । (ଦେଖ: [[rc:///ta/man/translate/figs-rquestion]] ଏବଂ [[rc:///ta/man/translate/figs-doublet]] )

Let that person show a good life by his works in the humility of wisdom

ଏହା ଭାବବାଚକ ସର୍ବନାମ “ନମ୍ରତା” ଏବଂ “ଜ୍ଞାନ”କୁ ଦୂର କରିବା ନିମନ୍ତେ ପୁନ୍ନରୁକ୍ତି କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ନମ୍ର ଓ ଜ୍ଞାନୀ ହେବା ଦ୍ବାରା ଯେଉଁ ସବୁ କର୍ମ କରାଯାଇ ଥାଏ ସେଥିରେ ସେହି ବ୍ୟକ୍ତି ଏକ ଉତ୍ତମ ଜୀବନ ଅତିବାହିତ କରି ପାରେ” (ଦେଖ: rc://*/ta/man/translate/figs-abstractnouns)