or_tn/jas/03/10.md

684 B

Out of the same mouth come blessing and cursing

ବିଶେଷ୍ୟ “ଅଭିଷେକ” ଏବଂ ଅଭିଶାପ” କ୍ରିୟା ବାକ୍ୟରେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ସେହି ମୁଖରେ, ଜଣେ ବ୍ୟକ୍ତି ଲୋକମାନଙ୍କୁ ଆଶୀର୍ବାଦ କରନ୍ତି ଓ ଅଭିଶାପ ଦିଅନ୍ତି” (ଦେଖ :rc://*/ta/man/translate/figs-abstractnouns)

My brothers

ସାଥି ବିଶ୍ବାସୀମାନେ

these things should not happen

ଏହି ବିଷୟଗୁଡିକ ମନ୍ଦ ଅଟେ