or_tn/jas/03/08.md

1.4 KiB

But no human being can tame the tongue

ଯାକୁବ ଜିହ୍ବା ବିଷୟରେ କହନ୍ତି ଯେପରି ଏହା ଏକ ହିଂସ୍ରକ ପଶୁ ଅଟେ । ଏଠାରେ “ଜିହ୍ବା” ଜଣେ ବ୍ୟକ୍ତିର ମନ୍ଦ ଭାବନାର ଅଭିଳାଷକୁ ପ୍ରକାଶ କରେ । (ଦେଖ: [[rc:///ta/man/translate/figs-metaphor]] ଏବଂ [[rc:///ta/man/translate/figs-metonymy]] )

It is a restless evil, full of deadly poison

ଯାକୁବ କ୍ଷତି ବିଷୟରେ କହନ୍ତି ଯାହା ଲୋକମାନେ କଥା କହିବା ଦ୍ବାରା କରିଥାନ୍ତି ଯେପରି ଜିହ୍ବା ଏକ ମନ୍ଦ ଏବଂ ବିଷ ତୁଲ୍ୟ ସୃଷ୍ଟି ପ୍ରାଣୀ ଥିଲା ଯାହା ଲୋକାମନଙ୍କୁ ମାରିପାରିବ । ଅନ୍ୟ ଏକ ଅନୁବାଦରେ: “ଏହା ଏକ ଅଶାନ୍ତ ଏବଂ ଦୁଷ୍ଟ ପ୍ରାଣୀ ତୁଲ୍ୟ, ଘାତକ ବିଷରେ ପୂର୍ଣ୍ଣ“ ବା “ଏହା ଏକ ଅଶାନ୍ତ ଏବଂ ଦୁଷ୍ଟ ପ୍ରାଣୀ ତୁଲ୍ୟ ଯାହା ନିଜର ବିଷ ଦ୍ବାରା ମନୁଷ୍ୟକୁ ମାରିପାରିବ” (ଦେଖ: rc://*/ta/man/translate/figs-metaphor )