or_tn/jas/03/02.md

20 lines
1.4 KiB
Markdown

# we all stumble
ଯାକୁବ ଆପଣା ବିଷୟରେ, ଅନ୍ୟ ଶିକ୍ଷକମାନଙ୍କ ବିଷୟରେ ଓ ପାଠକମାନଙ୍କ ବିଷୟରେ କହନ୍ତି, ତେଣୁ “ଆମେ” ଶବ୍ଦ ସମସ୍ତଙ୍କୁ ସମ୍ପୃକ୍ତ କରେ । (ଦେଖ: [[rc://*/ta/man/translate/figs-inclusive]])
# stumble
ପାପ ବିଷୟରେ କୁହାଯାଏ ଯେପରି ଏହା ଦୈନନ୍ଦିନ ଜୀବନରେ ପ୍ରତିବନ୍ଧକ ଥିଲା । ଅନ୍ୟ ଏକ ଅନୁବାଦରେ: “ବିଫଳ” କିମ୍ବା “ପାପ” (ଦେଖ: [[rc://*/ta/man/translate/figs-metaphor]])
# does not stumble in words
ଭୁଲ୍ କଥା କହିବା ଦ୍ବାରା ପାପ କରନାହି
# he is a perfect man
ସେ ଆତ୍ମିକ ଭାବେ ପରିପକ୍ବ ଅଟନ୍ତି
# control even his whole body
ଯାକୁବ ଜଣଙ୍କ ହୃଦୟ, ଭାବନାକୁ ଏବଂ କାର୍ଯ୍ୟକୁ ସୂଚାଇ ଦିଅନ୍ତି । ଅନ୍ୟ ଏକ ଅନୁବାଦରେ: “ତାହାର ବ୍ୟବହାରକୁ ନିୟନ୍ତ୍ରଣ କରୁ” ବା “ତାହାର କାର୍ଯ୍ୟକୁ ନିୟନ୍ତ୍ରଣ କରୁ” (ଦେଖ:[[rc://*/ta/man/translate/figs-synecdoche]])