or_tn/jas/02/intro.md

4.3 KiB
Raw Permalink Blame History

ଯାକୁବ ଅଧ୍ୟାୟର ଟିପ୍ପଣୀ

ଏହି ଅଧ୍ୟାୟର ବିଶେଷ ଧାରଣା

ପକ୍ଷପାତିତା

ଯାକୁବଙ୍କ ପାଠକମାନେ ଧନୀ ଏବଂ ପ୍ରଭାବଶାଳୀ ଲୋକମାନଙ୍କୁ ଭଲ ବ୍ୟବହାର କଲେ ଏବଂ ଗରିବ ଲୋକମାନଙ୍କୁ ଖରାପ ବ୍ୟବହାର କଲେ । ଏହାକୁ ପକ୍ଷପାତିତା କୁହାଯାଏ, ଏବଂ ଯାକୁବ ସେମାନଙ୍କୁ କହନ୍ତି ଯେ ଏହା ଭୁଲ୍ ଅଟେ । ଈଶ୍ବର ଚାହାନ୍ତି ଯେ ଧନୀ ଏବଂ ଗରିବ ଉଭୟ ତାହାଙ୍କ ଲୋକମାନଙ୍କୁ ଉତ୍ତମ ବ୍ୟବହାର କରିବା ନିମନ୍ତେ ଚାହାନ୍ତି ।

ଧାର୍ମିକତା

ଯେତେବେଳେ ଈଶ୍ବର କୌଣସି ବ୍ୟକ୍ତିକୁ ଧାର୍ମିକ କରନ୍ତି ସେ ଧାର୍ମିକ ହୁଏ । ଯାକୁବ ଏଠାରେ କହନ୍ତି ଯେ ଈଶ୍ବର ଧାର୍ମିକ କରନ୍ତି କିମ୍ବା ଲୋକମାନଙ୍କ ବିଚାର କରନ୍ତି ଯେଉଁମାନେ ବିଶ୍ବାସର ସହିତ ଉତ୍ତମ କାର୍ଯ୍ୟ କରିଥାନ୍ତି । (ଦେଖ: [[rc:///tw/dict/bible/kt/justice]] ଏବଂ [[rc:///tw/dict/bible/kt/righteous]] ଏବଂ rc://*/tw/dict/bible/kt/faith)

ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମସ୍ୟା

ଉଦ୍ଦୃତି ଚିହ୍ନ

“କାର୍ଯ୍ୟ ବିନା ତୁମର ବିଶ୍ବାସ ମୋତେ ଦେଖାଅ” ଏବଂ ମୁଁ ତୁମମାନଙ୍କୁ ମୋହର କର୍ମ ଦ୍ବାରା ମୋହର ବିଶ୍ବାସ ଦେଖାଇବି” ବାକ୍ୟସମୁହ ବୁଝିବା ନିମନ୍ତେ କଷ୍ଟକର ଅଟେ । କେତେକ ଲୋକମାନେ ହୁଏତ କହନ୍ତି ଯେ ସେମାନେ ସେପରି ଅଟନ୍ତି ଯାହା “ଅନ୍ୟମାନେ କହନ୍ତି,” ଏହିପରି ଶଦ୍ଦଗୁଡ଼ିକ ଉଦ୍ଦୃତି ଚିହ୍ନରେ ରଖାଯାଏ । ଅଧିକାଂଶ ସଂସ୍କରଣ ସେଗୁଡିକୁ ଶବ୍ଦ ରୁପରେ ଅନୁବାଦ କରନ୍ତି ଯାହା ଯାକୁବ ସେହି ଜଣଙ୍କ ବିଷୟରେ କୁହନ୍ତି

“ତୁମର ଅଛି... ମୋର ଅଛି”

କେତେକ ଲୋକମାନେ କହନ୍ତି ଯେ “ତୁମେ” ଏବଂ “ମୁଁ” ଶବ୍ଦ ଗୁଡିକ “କିଛି ଲୋକ” ଏବଂ “ଅନ୍ୟ ଲୋକଙ୍କ” ନିମନ୍ତେ ଲକ୍ଷଣ ସୂଚକ ଶଦ୍ଦ ଅଟନ୍ତି । ଯଦି ସେଗୁଡିକ ଠିକ ଅଟନ୍ତି, ତେବେ ୧୮ପଦ ଅନୁବାଦ କରାଯାଇ ପାରିବ, “କେହି ଅବା କହିବ, ‘କିଛି ଲୋକଙ୍କ ବିଶ୍ବାସ ଅଛି ଏବଂ ଅନ୍ୟ ଲୋକଙ୍କ ପାଖରେ କର୍ମ ଅଛି । କାହା ପାଖରେ ହେଲେ ଦୁଇଟି ଯାକ ନାହି,” “ଯଦି ପରବର୍ତ୍ତୀ ବାକ୍ୟ ମଧ୍ୟ ସେପରି ହୋଇଥାଏ” କେହି ଅବା କହିବ,” ଏହା ଅନୁବାଦ କରାଯାଇପାରିବ “କିଛି ଲୋକ କର୍ମ ବିନା ନିଜର ବିଶ୍ବାସ ଦେଖାଇଥାନ୍ତି, ଏବଂ ଅନ୍ୟ ଲୋକମାନେ ନିଜର କର୍ମ ଦ୍ବାରା ବିଶ୍ବାସ ଦେଖାଇଥାନ୍ତି । ଉଭୟଙ୍କର ବିଶ୍ବାସ ଅଛି” । ଉଭୟ ବିଷୟରେ, ପାଠକମାନେ ବୁଝି ପାରିବେ ଯେ ଯେତେବେଳେ ତୁମେ ଅତିରିକ୍ତ ବାକ୍ୟ ସଂଯୁକ୍ତ କରିବ । ଏହା ଯେପରି ULT ଅନୁବାଦ କରିଛି ସେହିପରି କରିବା ସବୁଠାରୁ ଉତ୍ତମ ହେବ । (ଦେଖ: [[rc:///ta/man/translate/figs-metonymy]] ଏବଂ [[rc:///ta/man/translate/figs-explicit]])