or_tn/jas/02/22.md

1.8 KiB

You see

କାଲ୍ପନିକ ମନୁଷ୍ୟକୁ ଦର୍ଶାଇବା ନିମନ୍ତେ “ତୁମେ” ଶବ୍ଦ ଏକବଚନ ଅଟେ । ଯାକୁବ ତାହାଙ୍କ ସମସ୍ତ ଶ୍ରୋତାମାନଙ୍କୁ ଏପରି ପ୍ରର୍ଦଶିତ କରନ୍ତି ଯେପରି ସେମାନେ ଜଣେ ବ୍ୟକ୍ତି ଥିଲେ ।

You see

“ଦେଖିବା” ଶବ୍ଦ ଏକ ଲକ୍ଷଣ ସୂଚକ ଅଟେ । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଜ୍ଞାତ ହୁଅ” (ଦେଖ: rc://*/ta/man/translate/figs-metonymy)

faith worked with his works, and that by works his faith was fully developed

ଯାକୁବ “ବିଶ୍ବାସ” ଓ “କର୍ମ” ବିଷୟରେ ଏପରି କହନ୍ତି ଯେପରି ସେମାନେ ଏକତ୍ର କାର୍ଯ୍ୟ କରନ୍ତି ଓ ଜଣେ ଅନ୍ୟ ଜଣର ସାହାଯ୍ୟ କରନ୍ତି । ଅନ୍ୟ ଏକ ଅନୁବାଦରେ: “କାରଣ ଅବ୍ରହାମ ଈଶ୍ବରଙ୍କଠାରେ ବିଶ୍ବାସ କଲେ, ଈଶ୍ବର ଯାହା ଆଜ୍ଞା କଲେ ସେ ତାହା କଲା । ଏବଂ କାରଣ ଈଶ୍ବର ଯାହା ଆଜ୍ଞା କଲେ ଅବ୍ରାହାମ ତାହା କଲେ, ସେ ସମ୍ପୂର୍ଣ୍ଣରୂପେ ଈଶ୍ବରଙ୍କଠାରେ ବିଶ୍ବାସ କଲେ”

You see

ଯାକୁବ ପୁର୍ନବାର ତାହାଙ୍କ ଶ୍ରୋତାମାନଙ୍କୁ “ତୁମେ”ର ବହୁବାଚକ ବ୍ୟବହାର କରିବା ଦ୍ବାରା ସିଧାସଳଖଭାବେ ସମ୍ବୋଧିତ କରନ୍ତି ।