or_tn/jas/02/20.md

1.4 KiB

Do you want to know, foolish man, that faith without works is useless?

ଯାକୁବ ତାହାଙ୍କ ଶିକ୍ଷାର ଅନ୍ୟଭାଗ ବିଷୟରେ ସୂଚନା ଦେବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି । ଅନ୍ୟ ଏକ ଅନୁବାଦରେ: “ମୋ କଥା ଶୁଣ, ନିର୍ବୋଧ ମନୁଷ୍ୟ, ଏବଂ ମୁଁ ତୁମମାନଙ୍କୁ ଦେଖାଇବି ଯେ କର୍ମବିନା ବିଶ୍ବାସ ମୂଲ୍ୟହୀନ ଅଟେ ।” (ଦେଖ: rc://*/ta/man/translate/figs-rquestion)

that faith without works is useless

ଏହାକୁ ଭାବବାଚକ ବିଶେଷ୍ୟ “ବିଶ୍ବାସ” ଏବଂ “କାର୍ଯ୍ୟ”କୁ ଦୂର କରିବା ନିମନ୍ତେ ପୁନ୍ନରୁକ୍ତି କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଯାହା ଆଜ୍ଞା କରନ୍ତି ଯଦି ତୁମେମାନେ ତାହା ପାଳନ କରନାହି, ତାହାହେଲେ ତୁମେମାନେ ଈଶ୍ବରଙ୍କଠାରେ ବିଶ୍ବାସ କରୁଅଛ ବୋଲି କହିବା ଏହା ମୂଲ୍ୟହୀନ ଅଟେ” (ଦେଖ: rc://*/ta/man/translate/figs-abstractnouns)