or_tn/jas/02/19.md

790 B

the demons believe that, and they tremble

ଭୂତମାନେ ମଧ୍ୟ ବିଶ୍ବାସ କରନ୍ତି, କିନ୍ତୁ ସେମାନେ ଭୟରେ କମ୍ଫମାନ ହୁଅନ୍ତି । ଯେଉଁମାନେ ବିଶ୍ବାସ କରନ୍ତି ବୋଲି କହନ୍ତି ଓ ଉତ୍ତମ କର୍ମ କରନ୍ତି ନାହିଁ ସେମାନଙ୍କୁ ଯାକୁବ ଭୂତମାନଙ୍କ ସହିତ ତୁଳନା କରନ୍ତି । ଯାକୁବ କହନ୍ତି ଯେ ଭୂତମାନେ ଜ୍ଞାନି ଅଟନ୍ତି କାରଣ ସେମାନେ ଈଶ୍ବରଙ୍କୁ ଭୟ କରନ୍ତି, କିନ୍ତୁ ଅନ୍ୟମାନେ ଭୟ କରନ୍ତି ନାହିଁ ।