8 lines
1.9 KiB
Markdown
8 lines
1.9 KiB
Markdown
# Yet someone may say
|
|
|
|
ଯାକୁବ ଏକ କାଲ୍ପନିକ ପରିସ୍ଥିତି ବିଷୟରେ ବର୍ଣ୍ଣନା କରନ୍ତି ଯେଉଁଠାରେ କେହି ଜଣେ ତାହାଙ୍କ ଶିକ୍ଷାକୁ ପ୍ରତିରୋଧ କରନ୍ତି । ଯାକୁବ ତାହାଙ୍କ ପାଠକମାନେ ବିଶ୍ବାସ ଓ କର୍ମ ବିଷୟରେ ବୁଝିବା ନିମନ୍ତେ ସଂଶୋଧନ କରୁଛନ୍ତି । (ଦେଖ: [[rc://*/ta/man/translate/figs-hypo]])
|
|
|
|
#
|
|
|
|
ଯାକୁବ ବର୍ଣ୍ଣନା କରନ୍ତି ଯେ କିପରି ଜଣେ ତାହାଙ୍କ ଶିକ୍ଷାକୁ ବିରୁଦ୍ଧ କରେ ଏବଂ ସେ କେମିତି ପ୍ରତିକ୍ରିୟା କରନ୍ତି । ଏହି ଭାବବାଚକ ବିଶେଷ୍ୟ “ବିଶ୍ବାସ” ଏବଂ “କାର୍ଯ୍ୟ”କୁ ଦୂର କରିବା ନିମନ୍ତେ ପୁନ୍ନରୁକ୍ତି କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଏହା ଗ୍ରହଣଯୋଗ୍ୟ ଯେ ତୁମେମାନେ ଈଶ୍ବରଙ୍କଠାରେ ବିଶ୍ବାସ କର ଏବଂ ମୁଁ ତାହା କରେ ଯାହା ଈଶ୍ବର ଆଜ୍ଞା କରନ୍ତି । ’ମୋତେ ପ୍ରମାଣ ଦିଅ ଯେ ତୁମେମାନେ ଈଶ୍ବରଙ୍କଠାରେ ବିଶ୍ବାସ କରୁଅଛ ଏବଂ ତାହା କରୁନାହଁ ଯାହା ସେ ଆଜ୍ଞା ଦେଇ ନାହାନ୍ତି, ଏବଂ ମୁଁ ତୁମମାନଙ୍କୁ ଏହା ପ୍ରମାଣ ଦେବି ଯେ ତାହାଙ୍କ ଆଜ୍ଞା ପାଳନ କରିବା ଦ୍ବାରା ମୁଁ ଈଶ୍ବରଙ୍କଠାରେ ବିଶ୍ବାସ କରେ” (ଦେଖ: [[rc://*/ta/man/translate/figs-abstractnouns]])
|