or_tn/jas/02/14.md

3.1 KiB

Connecting Statement:

ଯାକୁବ ଛିନ୍ନଭିନ୍ନ ହୋଇଥିବା ବିଶ୍ବାସୀମାନଙ୍କୁ ଅନ୍ୟମାନଙ୍କଠାରେ ସେମାନଙ୍କ ବିଶ୍ବାସ ଦେଖାଇବା ନିମନ୍ତେ ଉତ୍ସାହିତ କରୁଛନ୍ତି, ଯେପରି ଅବ୍ରାହମ ତାହାଙ୍କ କର୍ମ ଦ୍ବାରା ଅନ୍ୟମାନଙ୍କ ନିକଟରେ ଆପଣା ବିଶ୍ବାସ ଦେଖାଇଲେ ।

What good is it, my brothers, if someone says he has faith, but he has no works?

ଯାକୁବ ତାହାଙ୍କ ଶ୍ରୋତାମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରୁଛନ୍ତି । ଅନ୍ୟ ଏକ ଅନୁବାଦରେ: “ଏହା କଦାପି ଉତ୍ତମ ନୁହେଁ, ସହ ବିଶ୍ବସିମାନେ, ଯଦି କେହି କହେ ଯେ ସେ ବିଶ୍ବାସ କରେ, କିନ୍ତୁ ତାହାଠାରେ କୌଣସି କର୍ମ ନାହି ବା ସେ କର୍ମ କରୁନାହି ।” (ଦେଖ: rc://*/ta/man/translate/figs-rquestion)

if someone says he has faith, but he has no works

ଏହା ଭାବବାଚକ ବିଶେଷଣ “ବିଶ୍ବାସ” ଓ “କର୍ମ” କୁ ନଲେଖି ପୁନର୍ବାର ବ୍ୟକ୍ତ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯଦି କେହି କହେ ଯେ ସେ ଈଶ୍ବରଙ୍କଠାରେ ବିଶ୍ବାସ କରେ, କିନ୍ତୁ ଈଶ୍ବର ଯାହା ଆଜ୍ଞା କରନ୍ତି ସେ ତାହା କରେ ନାହିଁ” (ଦେଖ: rc://*/ta/man/translate/figs-abstractnouns)

Can that faith save him?

ଯାକୁବ ଆପଣା ଶ୍ରୋତାମାନଙ୍କୁ ଶିକ୍ଷାଦେବା ନିମନ୍ତେ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରନ୍ତି । ଏହି ଭାବବାଚକ ବିଶେଷ୍ୟ “ବିଶ୍ବାସ”କୁ ଦୂର କରିବା ନିମନ୍ତେ ପୁନର୍ବାର ବ୍ୟକ୍ତ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ସେହି ବିଶ୍ବାସ ତାହାକୁ ରକ୍ଷା କରି ପାରିବ ନାହିଁ ।” ବା “ଯଦି କୌଣସି ବ୍ୟକ୍ତି ଈଶ୍ବର ଯାହା ଆଜ୍ଞା କରନ୍ତି ତାହା ସେ ପାଳନ କରେ ନାହିଁ, ତେବେ ସେ କେବଳ ଈଶ୍ବରଙ୍କ ଠାରେ ବିଶ୍ବାସ କରୁଅଛି କହେ, ତାହା ତାହାକୁ ରକ୍ଷା କରିବ ନାହିଁ ।” (ଦେଖ: [[rc:///ta/man/translate/figs-rquestion]] ଏବଂ [[rc:///ta/man/translate/figs-abstractnouns]])

save him

ଈଶ୍ବରଙ୍କ ବିଚାରରୁ ତାହାକୁ ଛାଡି ଦିଅ