or_tn/jas/02/01.md

1.7 KiB

Connecting Statement:

ଯାକୁବ ଛିନ୍ନଭିନ୍ନ ହୋଇ ରହିଥିବା ଯିହୁଦୀ ବିଶ୍ବାସୀମାନଙ୍କୁ ପରସ୍ବର କିପରି ପ୍ରେମରେ ବାସ କରିବେ ସେହି ବିଷୟରେ କହିବା ଜାରି ରଖିଛନ୍ତି ଏବଂ ସ୍ଣରଣ କରାଇ ଦିଅନ୍ତି ଯେ ଗରିବ ଭାଇମାନଙ୍କୁ ଉପେକ୍ଷ କରି ଧନୀମାନଙ୍କ ପକ୍ଷପାତ ନକରନ୍ତୁ ।

My brothers

ଯାକୁବ ତାହାଙ୍କ ଶ୍ରୋତାମାନଙ୍କୁ ଯିହୁଦୀ ବିଶ୍ବାସୀ ମନେ କରନ୍ତି । ଅନ୍ୟ ଏକ ଅନୁବାଦରେ: “ମୋହର ସାଥି ବିଶ୍ବସୀମାନେ” ବା “ଖ୍ରୀଷ୍ଟଙ୍କଠାରେ ମୋର ଭାଇ ଓ ଭଉଣୀ ମାନେ”

hold to faith in our Lord Jesus Christ

ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ବିଷୟରେ କୁହାଯାଇଛି ଯେପରି ତାହା ଏକ ବସ୍ତୁ ଥିଲା ଯାହାକୁ ଜଣେ କେହି ଧରି ପାରିବ । (ଦେଖ: rc://*/ta/man/translate/figs-metaphor)

our Lord Jesus Christ

“ଆମର” ଶବ୍ଦ ଯାକୁବ ଏବଂ ତାହାଙ୍କ ସାଥି ବିଶ୍ବାସୀମାନଙ୍କୁ ସମ୍ପୃକ୍ତ କରେ । (ଦେଖ: rc://*/ta/man/translate/figs-inclusive)

favoritism toward certain people

କିଛି ଲୋକମାନଙ୍କୁ ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ସାହାଯ୍ୟ କରିବାର ଇଚ୍ଛା