or_tn/jas/01/27.md

20 lines
1.7 KiB
Markdown

# pure and unspoiled
ଯାକୁବ ଧର୍ମ ବିଷୟରେ କହନ୍ତି, ଯେଉଁ ମାଧ୍ୟମରେ ଜଣେ ଈଶ୍ବରଙ୍କୁ ଆରାଧନା କରିଥାଏ, ଯେପରି ଏହା ଶାରୀରିକ ଭାବେ ଶୁଦ୍ଧ ଓ ନିଷ୍କଳଙ୍କ ହୋଇ ନପାରେ । ଏହା ଯିହୁଦୀମାନଙ୍କ ନିମନ୍ତେ ପାରମ୍ପରିକ ମାଧ୍ୟମ ଅଟେ ଯାହା କେତେକ ବିଷୟ ଈଶ୍ବରଙ୍କଠାରେ ଗ୍ରହଣ ଯୋଗ୍ୟ ଅଟେ । ଅନ୍ୟ ଏକ ଅନୁବାଦରେ: “ସମ୍ପୁର୍ଣଭାବେ ଗ୍ରହଣଯୋଗ୍ୟ” (ଦେଖ: [[rc://*/ta/man/translate/figs-doublet]] ଏବଂ [[rc://*/ta/man/translate/figs-metaphor]])
# before our God and Father
ଈଶ୍ବରଙ୍କ ନିର୍ଦେଶିତ (ଦେଖ: [[rc://*/ta/man/translate/figs-metaphor]])
# the fatherless
ଅନାଥ
# in their affliction
ପିତୃହିନ ଏବଂ ବିଧବାମାନେ ଦୁଃଖ ପାଉଛନ୍ତି କାରଣ ସେମାନଙ୍କ ପିତା ଓ ସ୍ବାମୀମାନଙ୍କର ମୃତ୍ୟୁ ଘଟିଅଛି ।
# to keep oneself unstained by the world
ଜଗରରେ ପାପ ବିଷୟକୁ ଆବର୍ଜନ ସ୍ବରୁପ କୁହାଯାଏ ଯେପରି ଜଣେ ବ୍ୟକ୍ତିକୁ ଦୁର୍ଗନ୍ଧ କରିଥାଏ । ଅନ୍ୟ ଏକ ଅନୁବାଦରେ: “ଜଗତରେ ଅନ୍ୟ ଜଣକର ପାପର କାରଣ ହେବା ନିମନ୍ତେ ସୁଯୋଗ ଦିଅ ନାହି” (ଦେଖ: [[rc://*/ta/man/translate/figs-metaphor]] )