or_tn/jas/01/26.md

1.1 KiB

thinks himself to be religious

ସେ ଈଶ୍ବରଙ୍କୁ ଉପଯୁକ୍ତ ଭାବରେ ଆରଧନା କରୁଅଛି ବୋଲି ମନେ କରେ

his tongue

ଜଣକର ବାର୍ତ୍ତାଳାପ ନିୟନ୍ତ୍ରିଣ କରିବା ନିମନ୍ତେ ଜଣକର ଜିହ୍ବା ନିୟନ୍ତ୍ରିଣ କରିବା ବୁଝାଏ । ଅନ୍ୟ ଏକ ଅନୁବାଦରେ: “ସେ କ'ଣ କହେ” (ଦେଖ: rc://*/ta/man/translate/figs-metonymy)

deceives

ଯାହା ସତ୍ୟ ନୁହେଁ ତାହା ଅନ୍ୟଜଣକୁ ବିଶ୍ବାସ କରିବା ନିମନ୍ତେ ବାଧ୍ୟ କରିବା

his heart

ଏଠାରେ “ହୃଦୟ” ତାହାର ବିଶ୍ବାସ ଓ ଚିନ୍ତାଧାରାକୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ନିଜେ” (ଦେଖ: rc://*/ta/man/translate/figs-metonymy)

his religion is worthless

ସେ ଈଶ୍ବରଙ୍କୁ ବୃଥାରେ ଆରାଧନା କରେ