or_tn/jas/01/25.md

1.5 KiB

the person who looks carefully into the perfect law

ଏହି ପ୍ରକାଶନ ଏକ ଦର୍ପଣ ସଦୃଶ ବ୍ୟବସ୍ଥାର ପ୍ରତିଛବିକୁ କହିବା ଜାରି ରଖେ । (ଦେଖ: rc://*/ta/man/translate/figs-simile )

the perfect law of freedom

ବ୍ୟବସ୍ଥା ଓ ସ୍ବାଧିନତା ମଧ୍ୟରେ ଥିବା ସର୍ମ୍ଫକକୁ ସ୍ପଷ୍ଟଭାବେ ପ୍ରକାଶ କରାଯାଇପାରିବ । ଏଠାରେ “ସ୍ବାଧିନତା” ସମ୍ଭବତଃ ପାପରୁ ମୁକ୍ତ ହେବା ବିଷୟକୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ପ୍ରକୃତ ବ୍ୟବସ୍ଥା ଯାହା ସ୍ବାଧିନତା ଦେଇଥାଏ” ବା “ପ୍ରକୃତ ବ୍ୟବସ୍ଥା ଯାହା ଯେଉମାନେ ପାଳନ କରନ୍ତି ତାହା ସେମାନଙ୍କୁ ମୁକ୍ତ କରେ” (ଦେଖ: rc://*/ta/man/translate/figs-explicit )

this man will be blessed in his actions

ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଏହି ବ୍ୟକ୍ତିକୁ ଆର୍ଶିବାଦ କରିବେ ଯେହେତୁ ସେ ବ୍ୟବସ୍ଥ ପାଳନ କରେ” (ଦେଖ: rc://*/ta/man/translate/figs-activepassive)