or_tn/jas/01/21.md

3.0 KiB

take off all sinful filth and abundant amounts of evil

ପାପ ଓ ମନ୍ଦ ବିଷୟରେ ଏଠାରେ କୁହାଯାଇଛି ଯେପରି ସେମାନେ ଏକ ବସ୍ତ୍ର ଥିଲେ ଯାହାକୁ କାଡି ଦିଆଯାଇ ପାରିଥାନ୍ତା । ଅନ୍ୟ ଏକ ଅନୁବାଦରେ: “ସମସ୍ତ ଅଶୁଚିତାର ପାପ କରିବା ବନ୍ଦ କର ଏବଂ ପ୍ରଚୁର ମାତ୍ରାରେ ଦୁଷ୍ଟ କାର୍ଯ୍ୟ କରିବା ବନ୍ଦ କର” (ଦେଖ: rc://*/ta/man/translate/figs-metaphor)

take off all sinful filth and abundant amounts of evil

ଏଠାରେ ଭାବ ପ୍ରକାଶକ “ପାପପୂର୍ଣ୍ଣ ଅଶୁଚିତା” ଏବଂ “ଦୁଷ୍ଟତା” ସମାନ ଅର୍ଥକୁ ପ୍ରକାଶ କରେ । ଯାକୁବ ପାପର ପରିଣାମ କେଡେ ମନ୍ଦ ଅଟେ ତାହାକୁ ଗୁରୁତ୍ବାରୋପ କରିବା ନିମନ୍ତେ ସେଗୁଡିକୁ ବ୍ୟବହାର କରନ୍ତି । ଅନ୍ୟ ଏକ ଅନୁବାଦରେ: “ସମସ୍ତ ପ୍ରକାର ପାପପୂର୍ଣ୍ଣ ଆଚରଣ ବନ୍ଦ କର” (ଦେଖ: rc://*/ta/man/translate/figs-doublet)

sinful filth

ଏଠାରେ “ଅଶୁଚିତା” ଯାହା କି, ଆବର୍ଜନା ଅଟେ, ଏହା ପାପ ଏବଂ ଦୁଷ୍ଟତାକୁ ଦର୍ଶାଏ । (ଦେଖ: rc://*/ta/man/translate/figs-metaphor)

In humility

ବିନା ଗର୍ବରେ ବା “ବିନା ଅହଙ୍କାରରେ”

receive the implanted word

ଏହି “ରୋପିତ” ପ୍ରକାଶନର ଅର୍ଥ ଗୋଟିଏ ଜିନିଷକୁ ଅନ୍ୟ ଏକ ଜିନିଷ ଭିତରେ ରଖିବା । ଏଠାରେ ଈଶ୍ବରଙ୍କ ବାକ୍ୟ ବିଷୟରେ କୁହାଯାଏ ଯେପରି ଏହା ଏକ ଚାରା ଥିଲା ଯାହା ବିଶ୍ବାସୀମାନଙ୍କ ମଧ୍ୟରେ ବୃଦ୍ଧି ପାଏ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଯାହା ତୁମମାନଙ୍କୁ କହିଛନ୍ତି ତାହା ପାଳନ କର” (ଦେଖ: rc://*/ta/man/translate/figs-metaphor)

save your souls

କେଉଁଠାରୁ ଜଣେ ବ୍ୟକ୍ତି ରକ୍ଷା ପାଇବ ଏହାକୁ ସ୍ପଷ୍ଟ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ବିଚାରରୁ ତୁମକୁ ରକ୍ଷା କରିବେ” (ଦେଖ: rc://*/ta/man/translate/figs-explicit)

your souls

ଏଠାରେ “ଆତ୍ମା”ଶବ୍ଦ ମନୁଷ୍ୟକୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ଆପଣାକୁ” (ଦେଖ: rc://*/ta/man/translate/figs-synecdoche)