or_tn/jas/01/13.md

16 lines
1.0 KiB
Markdown

# when he is tempted
ଯେତେବେଳେ ସେ କିଛି ମନ୍ଦ କରିବାକୁ ଇଚ୍ଛା କରେ
# I am tempted by God
ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ମତେ କିଛି ମନ୍ଦ କର୍ମ କରାଇବା ନିମନ୍ତେ ଚେଷ୍ଟା କରୁଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
# God is not tempted by evil
ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “କେହି ଜଣେ ଈଶ୍ବରଙ୍କ ଇଚ୍ଛା କୁ ମନ୍ଦ କରିପାରେ ନାହିଁ”
# nor does he himself tempt anyone
ଏବଂ ଈଶ୍ବର ନିଜେ ଅନ୍ୟ କାହାକୁ ମନ୍ଦ କର୍ମ କରାଇବାକୁ ଚେଷ୍ଟା କରନ୍ତି ନାହିଁ