or_tn/jas/01/11.md

1.7 KiB

its beauty perishes

ଗୋଟିଏ ଫୁଲର ସୌନ୍ଦର୍ଯ୍ୟ ଦୀର୍ଘ ସମୟ ସ୍ଥାୟୀ ନହେବା କୁହାଯାଏ ଯେପରି ତାହାର ସୌନ୍ଦର୍ଯ୍ୟ ମଉଳି ଯାଏ । ଅନ୍ୟ ଏକ ଅନୁବାଦରେ: “ଏବଂ ଏହାର ସୌନ୍ଦର୍ଯ୍ୟ ଆଉ ରହେ ନାହି” (ଦେଖ: rc://*/ta/man/translate/figs-metaphor)

the rich man will fade away in the middle of his journey

ଏଠାରେ ଫୁଲର ଉପମା ସମ୍ଭବତଃ ଜାରି ରହିଅଛି । ଯେପରି ଫୁଲ ହଠାତ ମଉଳି ଯାଏ ନାହି କିନ୍ତୁ ଅଳ୍ପସମୟ ମଧ୍ୟରେ ଝଡିପଡ଼ି ଥାଏ । ସେହିପରି ଧନୀ ଲୋକମାନେ ମଧ୍ୟ ହଠାତ ମରନ୍ତି ନାହିଁ କିନ୍ତୁ ଅଳ୍ପ ସମୟ ମଧ୍ୟରେ ଅଦୃଶ୍ୟ ହୋଇ ଯାଆନ୍ତି । (ଦେଖ: rc://*/ta/man/translate/figs-simile)

in the middle of his journey

ଜଣେ ଧନୀ ବ୍ୟକ୍ତିର ଦୈନନ୍ଦିନ ଜୀବନର କାର୍ଯ୍ୟ ବିଷୟରେ କୁହାଯାଇଛି ଯେମିତି ସେମାନେ ଯାତ୍ରା କରୁଛନ୍ତି ଯାହା ସେ ନିର୍ଣୟ କରୁଅଛି । ଏହି ରୂପକ ସୂଚିତ କରେ ଯେ ସେ ଭବିଷ୍ୟତ ମୃତ୍ୟୁ ବିଷୟରେ ସେ କିଛି କୁହନ୍ତି ନାହି, ଏବଂ ଏହା ତାହାକୁ ଆଶ୍ଚର୍ଯ୍ୟଭାବେ କଢାଇ ନେଇଯାଏ । (ଦେଖ: rc://*/ta/man/translate/figs-metaphor)