or_tn/jas/01/08.md

8 lines
929 B
Markdown

# is double-minded
“ଦ୍ବିମନା” ଶବ୍ଦ ଜଣେ ବ୍ୟକ୍ତିର ଚିନ୍ତାଧାରାକୁ ବୁଝାଏ ଯେତେବେଳେ ସେ ନିଷ୍ପତି ନେବାରେ ଅସମର୍ଥ ଅଟେ । ଅନ୍ୟ ଏକ ଅନୁବାଦରେ: “ସେ ନିଷ୍ପତି କରି ପାରେନାହିଁ ଯେ ସେ ଯୀଶୁଙ୍କୁ ଅନୁସରଣ କରିବ କି ନାହିଁ” (ଦେଖ: [[rc://*/ta/man/translate/figs-metaphor]])
# unstable in all his ways
ଏଠାରେ ଏହି ବ୍ୟକ୍ତି ବିଷୟରେ କୁହାଯାଇଛି ଯେପରି ସେ ଗୋଟିଏ ଗତିରେ ରହିପାରେ ନାହିଁ କିନ୍ତୁ ତାପ୍ରତିବଦଳରେ ଗୋଟିଏ ପଥରୁ ଅନ୍ୟ ପଥକୁ ଯାଇଥାଏ । (ଦେଖ: [[rc://*/ta/man/translate/figs-metaphor]])