or_tn/jas/01/04.md

1.0 KiB

Let endurance complete its work

ଏଠାରେ ଧର୍ଯ୍ୟ ବିଷୟରେ କୁହାଯାଇଛି ଯେପରି ଜଣେ ବ୍ୟକ୍ତି କର୍ମ କରୁଅଛି । ଅନ୍ୟ ଏକ ଅନୁବାଦରେ: “ଯେକୌଣସି କ୍ଲେଶକୁ ସହ୍ୟ କରିବାକୁ ଶିଖ” (ଦେଖ: rc://*/ta/man/translate/figs-personification)

fully developed

ଈଶ୍ବରଙ୍କଠାରେ ଭରସା କରିବା ଏବଂ ସମସ୍ତ ପରିସ୍ଥିତିରେ ତାହଙ୍କ ଆଜ୍ଞା ପାଳନ କରିବାରେ ସକ୍ଷମ ହେବ

not lacking anything

ଏହାକୁ ସକାରାତ୍ମକ ଭାବରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ତୁମମାନଙ୍କର ସମସ୍ତ ବିଷୟ ପ୍ରାପ୍ତ ହେଲା ପରେ” କିମ୍ବା “ସମସ୍ତ ବିଷୟ ଯାହା ତୁମମାନଙ୍କ ଆବଶ୍ୟକ”