or_tn/jas/01/03.md

4 lines
1.3 KiB
Markdown

# the testing of your faith produces endurance
ଭାବ ସୁଚକ “ପରିକ୍ଷା,” “ତୁମର ବିଶ୍ବାସ” ଏବଂ “ଧର୍ଯ୍ୟ” ବିଶେଷ୍ୟ ଅଟେ ଯାହା କର୍ମକୁ ପ୍ରକାଶ କରେ । ଈଶ୍ବର ପରୀକ୍ଷା କରନ୍ତି, ଯେପରି, ସେ ବିଶ୍ବାସୀମନେ ତାହାଙ୍କଠାରେ କେତେ ପରିମାଣରେ ବିଶ୍ବାସ କରନ୍ତି ଓ ତାହଙ୍କ ଆଜ୍ଞା ପାଳନ କରନ୍ତି ତାହା ଜାଣି ପାରନ୍ତି । ବିଶ୍ବାସୀମାନେ (“ତୁମେ”) ତାହାଙ୍କଠାରେ ବିଶ୍ଵାସ କର ଏବଂ ଦୁଃଖ ସହ୍ୟ କର । ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ତୁମେ କ୍ଲେଶ ଭୋଗ କରୁଅଛ, ଈଶ୍ବର ଜାଣିବାକୁ ଚାହାନ୍ତି ଯେ ତାହାଙ୍କଠାରେ ତୁମେ କେତେ ପରିମାଣରେ ବିଶ୍ବାସ କରୁଅଛ । ଯାହ ଫଳରେ, ତୁମ୍ଭେମାନେ ଅଧିକ କ୍ଲେଶ ସହ୍ୟ କରିବା ନିମନ୍ତେ ସକ୍ଷମ ହୋଇ ପାରିବ” (ଦେଖ: [[rc://*/ta/man/translate/figs-abstractnouns]])