or_tn/heb/13/22.md

1.2 KiB

Now

ଏହା ପତ୍ରର ନୂତନ ଭାଗକୁ ଚିହ୍ନିତ କରୁଅଛି I ଏଠାରେ ଲେଖକ ଶ୍ରୋତାମାନଙ୍କୁ ଆପଣାର ଶେଷ ମନ୍ତବ୍ୟ ଦେଉଛନ୍ତି I

brothers

ଏହା ସେ ଲେଖୁଥିବା, ଉଭୟ ପୁରୁଷ ହେଉ ବା ସ୍ତ୍ରୀ ହେଉ, ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସହ ବିଶ୍ବାସୀଗଣ” (ଦେଖ: rc://*/ta/man/translate/figs-gendernotations)

bear with the word of encouragement

ମୁଁ ତୁମ୍ଭମାନଙ୍କୁ ଉତ୍ସାହ ଦେବା ନିମନ୍ତେ ଯାହା ବର୍ତ୍ତମାନ ଲେଖିଅଛି, ସେହି ସବୁ ଧୈର୍ଯ୍ୟର ସହିତ ବିବେଚନା କର

the word of encouragement

ଏଠାରେ “ବାକ୍ୟ” ଏକ ବାର୍ତ୍ତାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଉତ୍ସାହଜନକ ବାର୍ତ୍ତା” (ଦେଖ: rc://*/ta/man/translate/figs-metonymy)