or_tn/heb/13/21.md

734 B

equip you with everything good to do his will

ତାହାଙ୍କ ଇଚ୍ଛାନୁଯାୟୀ ତୁମ୍ଭମାନଙ୍କୁ ପ୍ରତ୍ୟେକ ସତ୍କର୍ମରେ ତାହାଙ୍କ ଇଚ୍ଛା ସାଧନ କରିବାକୁ ତୁମ୍ଭମାନଙ୍କର ପ୍ରୟୋଜନ ଥିବା ସବୁ ଉତ୍ତମ ବିଷୟ ଦେବେ”

working in us

“ଆମ୍ଭମାନେ” ଶବ୍ଦ ଲେଖକଙ୍କୁ ଓ ପାଠକମାନଙ୍କୁ ବୁଝାଏ I(ଦେଖ: rc://*/ta/man/translate/figs-inclusive)

to whom be the glory forever

ଯାହାଙ୍କୁ ସମସ୍ତେ ଯୁଗେ ଯୁଗେ ପ୍ରଶଂସା କରିବେ