or_tn/heb/13/10.md

4 lines
582 B
Markdown

# We have an altar
ଏଠାରେ “ବେଦୀ” ଶବ୍ଦଟି “ଉପାସନା ସ୍ଥଳ”କୁ ବୁଝାଏ I ଏହା ମଧ୍ୟ ପୁରାତନ ନିୟମରେ ଯାଜକମାନେ ଉତ୍ସର୍ଗ କରୁଥିବା ପଶୁମାନଙ୍କୁ ବୁଝାଏ, ଯେଉଁଠାରୁ ସେମାନେ ସେମାନଙ୍କ ନିମନ୍ତେ ଓ ସେମାନଙ୍କ ପରିବାରଗୁଡିକ ନିମନ୍ତେ ମାଂସ ନେଉଥିଲେ I (ଦେଖ: [[rc://*/ta/man/translate/figs-metonymy]])