or_tn/heb/13/05.md

940 B

Let your conduct be free from the love of money

ଏଠାରେ “ଆଚରଣ” ଜଣେ ବ୍ୟକ୍ତିର ଚରିତ୍ର ବା ସେ କିପ୍ରକାର ଜୀବନ କଟୁଛି ତାହ ବୁଝାଏ ଓ “ଧନଲୋଭ ଶୁନ୍ୟ ହୁଅ” ବାକ୍ୟାଂଶଟି ଧନ ପ୍ରତି ଅତି ଅଭିଳାଷୀ ନ ହେବା ବିଷୟକୁ ବୁଝାଏ I ଧନଲୋଭୀ ବ୍ୟକ୍ତି ଜଣକ ତାହା ପାଖରେ ଥିବା ଧନରେ ଆଦୌ ସନ୍ତୁଷ୍ଟ ହୋଇ ନଥାଏ I ଅନ୍ୟଏକ ଅନୁବାଦରେ: “ଧନଲୋଭ ଦ୍ବାରା ତୁମ୍ଭମାନଙ୍କର ଚରିତ୍ର ପ୍ରଭାବିତ ନ ହେଉ” କିମ୍ବା “ଧନ ପାଇବାକୁ ଅତ୍ୟଧିକ ଅଭିଳାଷ କରନାହିଁ”

Be content

ସନ୍ତୁଷ୍ଟ ହୁଅ