or_tn/heb/13/03.md

1.5 KiB

as if you were bound with them

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେପରି ତୁମ୍ଭେମାନେ ସେମାନଙ୍କ ସହିତ ବନ୍ଧା ହୋଇଛ” କିମ୍ବା “ଯେପରି ତୁମେମାନେ ସେମାନଙ୍କ ସହିତ କାରାବନ୍ଦୀ ଥିଲ” (ଦେଖ: rc://*/ta/man/translate/figs-activepassive)

who are mistreated

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନଙ୍କୁ ଅନ୍ୟମାନେ ଅନୁଚିତ ବ୍ୟବହାର କରୁଛନ୍ତି “ କିମ୍ବା” ଯେଉଁମାନେ ଦୁଃଖଭୋଗ କରୁଛନ୍ତି” (ଦେଖ: rc://*/ta/man/translate/figs-activepassive)

as if you also were them in the body

ଏହି ବାକ୍ୟାଂଶ ବିଶ୍ବାସୀମାନଙ୍କୁ ସେମାନଙ୍କ ଆପଣା ଦୁଃଖଭୋଗ ବିଷୟ ଚିନ୍ତା କରିବା ସମୟରେ ଅନ୍ୟ ଲୋକମାନଙ୍କ ଦୁଃଖଭୋଗ ବିଷୟରେ ଚିନ୍ତା କରିବାକୁ ଉତ୍ସାହ ଦେଇଥାଏ I ଅନ୍ୟଏକ ଅନୁବାଦରେ: “ଯେପରି ତୁମ୍ଭେମାନେ କେବଳ ଦୁଃଖଭୋଗ କରୁଅଛ”(ଦେଖ: rc://*/ta/man/translate/figs-activepassive)