or_tn/heb/12/intro.md

1.7 KiB

ଏବ୍ରୀ ୧୨ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

ମୂଲ୍ୟଯୁକ୍ତ ଅନୁଶାସନ ବିଷୟରେ କହିଲା ପରେ, ଲେଖକ ଏକ ଉତ୍ସାହ ପ୍ରଦାନର ପର୍ଯ୍ୟାୟ ଆରମ୍ଭ କରୁଛନ୍ତି I (ଦେଖ: rc://*/tw/dict/bible/kt/exhort)

କେତେକ ଅନୁବାଦ ସହଜରେ ପଠନ କରିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT କବିତା କ୍ଷେତ୍ରରେ, ଏହା ୧୨:୫-୬ ପଦରେ କରୁଅଛି, ଯାହା ପୁରାତନ ନିୟମରୁ ଆସିଥିବା ପଦସମୁହ ଅଟେ I

ଏହି ଅଧ୍ୟାୟର ବିଶେଷ ଧାରଣା

ଅନୁଶାସନ

ତାହାଙ୍କର ଲୋକମାନେ ଯାହା ଯଥାର୍ଥ ତାହା କରିବା ନିମନ୍ତେ ଈଶ୍ବର ଚାହାନ୍ତି I ଯେତେବେଳେ ସେମାନେ ଯାହା ଭୁଲ୍ ତାହା କରନ୍ତି, ସେ ସେମାନଙ୍କୁ ସଂଶୋଧନ କରିବା ବା ଦଣ୍ଡ ଦେବା ଆବଶ୍ୟକ ହୁଏ I ଠିକ୍ ଯେପରି ଜାଗତିକ ପିତାମାନେ ସେମାନେ ପ୍ରେମ କରୁଥିବା ପିଲାମାନଙ୍କୁ ସଂଶୋଧନ କରି ଦଣ୍ଡ ଦିଅନ୍ତି ଯାହାକୁ ସେମାନେ ପ୍ରେମ କରନ୍ତି I (ଦେଖ: rc://*/tw/dict/bible/kt/discipline)