or_tn/heb/12/28.md

1.3 KiB

receiving a kingdom

ଏହି ଉକ୍ତି ଓ ତା ପରବର୍ତ୍ତୀ ଉକ୍ତି ମଧ୍ୟରେ ଥିବା ଯୁକ୍ତିଯୁକ୍ତ ସଂଯୋଗକୁ ସ୍ପଷ୍ଟ କରିବା ନିମନ୍ତେ “କାରଣ ଆମ୍ଭେମାନେ” ଶବ୍ଦଗୁଡିକୁ ସଂଯୁକ୍ତ କରି ପାର I ଅନ୍ୟଏକ ଅନୁବାଦରେ: “ଯେହେତୁ ଆମ୍ଭେମାନେ ଗୋଟିଏ ରାଜ୍ୟ ପ୍ରାପ୍ତ ହେଉଅଛୁ” କିମ୍ବା “ଯେହେତୁ ଈଶ୍ବର ଆମ୍ଭମାନଙ୍କୁ ତାହାଙ୍କ ରାଜ୍ୟର ସଦସ୍ୟ କରୁଛନ୍ତି” (ଦେଖ: rc://*/ta/man/translate/writing-connectingwords)

let us be grateful

ଆସୁ, ଆମ୍ଭେମାନେ ଧନ୍ୟବାଦ ଦେଉ

with reverence and awe

“ଭୟ” ଓ ଭକ୍ତି” ଶବ୍ଦଗୁଡିକ ଏକାଭଳି ଅର୍ଥ ପ୍ରକାଶ କରେ ଏବଂ ଈଶ୍ବରଙ୍କ ପ୍ରାପ୍ତି ଯୋଗ୍ୟ ସମ୍ଭ୍ରମର ମହାନତାକୁ ଗୁରୁତ୍ବ ଦିଏ I ଅନ୍ୟଏକ ଅନୁବାଦରେ: “ମହା ସମ୍ମାନ ଓ ଭୟ ସହକାରେ” (ଦେଖ: rc://*/ta/man/translate/figs-doublet)