or_tn/heb/12/27.md

24 lines
2.9 KiB
Markdown

# General Information:
ଏଠାରେ ହାଗୟ ଭାବବାଦୀଙ୍କ ପୁସ୍ତକରୁ ଆସିଥିବା ଉଦ୍ଧୃତ ବାକ୍ୟ ପୂର୍ବ ପଦରୁ ପୁନର୍ବାର ଉଲ୍ଲେଖ କରା ଯାଇଛି I
# mean the removal of those things that can be shaken, that is, of the things
ଗୁଣବାଚକ ବିଶେଷ୍ୟ “ପରିବର୍ତ୍ତନ” କୁ କ୍ରିୟାପଦ “ପରିବର୍ତ୍ତନ କରିବା” ସହିତ ଅନୁବାଦ କରାଯାଇ ପାରିବ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଏହାର ଅର୍ଥ ଯେ ଈଶ୍ବର ଟଳମଳ ବିଷୟ ଗୁଡିକ, ଅର୍ଥାତ୍ ସୃଷ୍ଟ ବିଷୟ ସବୁର ପରିବର୍ତ୍ତନ କରିବେ” (ଦେଖ: [[rc://*/ta/man/translate/figs-abstractnouns]] ଓ [[rc://*/ta/man/translate/figs-activepassive]])
# shaken
ଭୂମିକମ୍ପ ହେଲେ ତାହା ଭୂମିକୁ କିପରି ଟଳମଳ କରିଦିଏ, ତାକୁ ବୁଝାଇବା ନିମନ୍ତେ ସଠିକ୍ ଶବ୍ଦ ବ୍ୟବହାର କର I ଏହା, ପଶ୍ଚାତ୍ [ଏବ୍ରୀ ୧୨:୧୮-୨୧](./18.md)କୁ ଓ ମୋଶା ଯେଉଁ ପର୍ବତରେ ଈଶ୍ବରଙ୍କଠାରୁ ବ୍ୟବସ୍ଥା ପ୍ରାପ୍ତ ହୋଇଥିଲେ, ସେହି ପର୍ବତକୁ ଲୋକମାନେ ଦେଖିବା ବେଳେ କଅଣ ଘଟିଥିଲା, ସେହି ବିଷୟକୁ ଉଲ୍ଲେଖ କରେ I ଦେଖ “ଟଳମଳ କଲା” ଓ “କମ୍ପାଇବା”କୁ [ଏବ୍ରୀ ୧୨:୨୬](../12/26.md)ରେ ତୁମେ କିପରି ଅନୁବାଦ କରିଅଛ I
# that have been created
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହା ଈଶ୍ବର ସୃଷ୍ଟି କରି ଅଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
# the things that cannot be shaken
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁ ବିଷୟସବୁ ଟଳମଳହୁଏ ନାହିଁ” କିମ୍ବା “ଯେଉଁ ବିଷୟସବୁ ଟଳମଳ କରିପାରେ ନାହିଁ” (ଦେଖ: [[rc://*/ta/man/translate/figs-activepassive]])
# that cannot be shaken
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହା ଟଳମଳ ହୁଏ ନାହିଁ” (ଦେଖ: [[rc://*/ta/man/translate/figs-activepassive]])