8 lines
1.0 KiB
Markdown
8 lines
1.0 KiB
Markdown
# no one lacks God's grace
|
|
|
|
କେହି ଈଶ୍ବରଙ୍କ ଅନୁଗ୍ରହ ପାଇବା ପରେ ତାକୁ ପରିତ୍ୟାଗ କରେ ନାହିଁ କିମ୍ବା “କେହି ପ୍ରଥମେ ତାହାଙ୍କଠାରେ ଭରସା କଲାପରେ ଈଶ୍ବରଙ୍କ ଅନୁଗ୍ରହକୁ ଅଗ୍ରାହ୍ୟ କରେ ନାହିଁ”
|
|
|
|
# that no root of bitterness grows up to cause trouble, so that many do not become polluted by it
|
|
|
|
ଘୃଣାପୂର୍ଣ୍ଣ ବା ତିକ୍ତତାପୂର୍ଣ୍ଣ ମନୋଭାବ ବିଷୟରେ କୁହାଯାଏ ଯେପରି ସେସବୁ ତିକ୍ତ ସ୍ବାଦର ଚାରା ଥିଲେ I ଅନ୍ୟଏକ ଅନୁବାଦରେ: “କେହି ତିକ୍ତମୂଳ ସଦୃଶ ହୁଏ ନାହିଁ, ଯାହା ବଢିଲେ, ଅନେକ ଲୋକଙ୍କର ବିପଦ ଓ କ୍ଷତି ଘଟାଏ” (ଦେଖ: [[rc://*/ta/man/translate/figs-metaphor]])
|