or_tn/heb/12/12.md

571 B

strengthen your hands that hang down and your weak knees.

ସମ୍ଭବତଃଏହା ପ୍ରତିଯୋଗିତା ସମ୍ବନ୍ଧୀୟ ରୂପକକୁ ଏବ୍ରୀ ୧୨:୧ରେ ଜାରି ରଖୁଛି I ଏହି ପ୍ରକାରେ ଲେଖକ ଖ୍ରୀଷ୍ଟିୟାନ ଭାବରେ ଜୀବନଯାପନ କରିବା ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିବା ବିଷୟରେ କହୁଛନ୍ତି I (ଦେଖ: rc://*/ta/man/translate/figs-metaphor)