or_tn/heb/12/11.md

8 lines
1.4 KiB
Markdown

# it produces the peaceful fruit of righteousness
ଏଠାରେ ଫଳାଫଳ “ପରିଣାମ” ନିମନ୍ତେ ଗୋଟିଏ ରୂପକ ଅଟେ ଯାହା “ଫଳାଫଳ” ବା “ପରିଣାମ”କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଏହା ଧାର୍ମିକତାର ଶାନ୍ତିଜନକ ଫଳ ଉତ୍ପନ୍ନ କରେ” କିମ୍ବା “ଏହା ଧାର୍ମିକତା ଉତ୍ପନ୍ନ କରେ, ଯାହାର ପରିଣାମ ଶାନ୍ତି ଅଟେ” (ଦେଖ: [[rc://*/ta/man/translate/figs-metaphor]])
# who have been trained by it
ଯେ ଅନୁଶାସନ ଦ୍ବାରା ଶିକ୍ଷା ପ୍ରାପ୍ତ ହୋଇଅଛି I ପ୍ରଭୁଙ୍କ ଦ୍ବାରା କରାଯାଇଥିବା ଅନୁଶାସନ ବା ସଂଶୋଧନ ବିଷୟରେ କୁହାଯାଏ ଯେପରି ଏହା ସ୍ବୟଂ ପ୍ରଭୁ ଥିଲେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ; “ଯାହାଙ୍କୁ ଈଶ୍ବର ଶାସନ ଦ୍ବାରା ଶିକ୍ଷା ଦେଇଛନ୍ତି” (ଦେଖ: [[rc://*/ta/man/translate/figs-personification]] ଓ [[rc://*/ta/man/translate/figs-activepassive]])