or_tn/heb/12/09.md

1.3 KiB

How much more should we submit to the Father of spirits and live!

ଲେଖକ ଗୋଟିଏ ବିସ୍ମୟଭାବ ବ୍ୟବହାର କରି ଗୁରୁତ୍ବାରୋପ କରନ୍ତି ଯେ ଆମ୍ଭେମାନେ ପିତା ଈଶ୍ବରଙ୍କ ଆଜ୍ଞାବହ ହେବା ଉଚିତ I ଏହାକୁ ଏକ ଉକ୍ତି ଭାବରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଅତଏବ, ଆହୁରି ମଧ୍ୟ, ଆମ୍ଭେମାନେ ଆତ୍ମା ଓ ଜୀବିତଙ୍କ ପିତାଙ୍କର ବାଧ୍ୟ ହୋଇ ଜୀବନଯାପନ କରିବା ଉଚିତ I” (ଦେଖ: rc://*/ta/man/translate/figs-exclamations)

the Father of spirits

ଏହି ରୁଢୋକ୍ତି “ଶାରୀରିକ ପିତାମାନଙ୍କୁ” ତୁଳନାତ୍ମକ ବିରୋଧ କରେ I ଅନ୍ୟଏକ ଅନୁବାଦରେ: “ଆମ୍ଭମାନଙ୍କ ଆତ୍ମିକ ପିତା” କିମ୍ବା “ଆମ୍ଭମାନଙ୍କ ସ୍ବର୍ଗୀୟ ପିତା” (ଦେଖ: rc://*/ta/man/translate/figs-idiom)

and live

ଯେପରି ଆମ୍ଭେମାନେ ଜୀବନ ପ୍ରାପ୍ତ ହେବୁ