or_tn/heb/12/06.md

575 B

every son whom he receives

“ପୁତ୍ରଗଣ” ଶବ୍ଦଗୁଡିକ ଅନୁବାଦ କରାଗଲେ, ନିର୍ଦ୍ଦିଷ୍ଟ ଭାବରେ ପୁତ୍ର ସନ୍ତାନକୁ ବୁଝାଏ I ସେହି ସଂସ୍କୃତିରେ ପୁତ୍ରମାନଙ୍କ ଦ୍ବାରା ପରିବାରର ବଂଶ ବୃଦ୍ଧି ହେଉଥିଲା, ସାଧାରଣତଃ କନ୍ୟା ସନ୍ତାନମାନଙ୍କ ଦ୍ବାରା ନୁହଁ I (ଦେଖ: rc://*/ta/man/translate/figs-gendernotations)