or_tn/heb/11/intro.md

12 lines
1.0 KiB
Markdown

# ଏବ୍ରୀ ୧୧ସାଧାରଣ ସୂଚନା
## ଗଠନ ପ୍ରଣାଳୀ
ବିଶ୍ବାସ କଅଣ, ତାହା କହି ଲେଖକ ଏହି ଅଧ୍ୟାୟ ଆରମ୍ଭ କରୁଛନ୍ତି I ଅତଏବ ସେ ଅନେକ ଲୋକମାନଙ୍କ ଦୃଷ୍ଟାନ୍ତ ଦେଉଛନ୍ତି, ଯେଉଁମାନଙ୍କର ବିଶ୍ବାସ ଥିଲା ଓ ସେମାନେ କିପରି ଜୀବନଯାପନ କରିଥିଲେ I
## ଏହି ଅଧ୍ୟାୟର ମୁଖ୍ୟ ଧାରଣା
### ବିଶ୍ବାସ
ଉଭୟ ପୁରାତନ ଓ ନୂତନ ନିୟମରେ, ଈଶ୍ବର ବିଶ୍ବାସ ଲୋଡୁଥିଲେ I କେତେକ ଲୋକମାନେ ବିଶ୍ବାସରେ ଆଶ୍ଚର୍ଯ୍ୟକର୍ମ କରିଥିଲେ ଓ ଅତି ଶକ୍ତିଶାଳୀ ଥିଲେ I ଅନ୍ୟ ଲୋକମାନେ ବିଶ୍ବାସରେ ଅତିଶୟ ଦୁଃଖଭୋଗ କରିଥିଲେ I