or_tn/heb/11/38.md

12 lines
579 B
Markdown

# The world was not worthy
ଏଠାରେ “ଜଗତ” ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଏହି ଜଗତର ଲୋକମାନେ ଯୋଗ୍ୟ ନ ଥଲେ” (ଦେଖ: [[rc://*/ta/man/translate/figs-metonymy]])
# They were always wandering about
ଏହାର କାରଣ ବାସ କରିବାକୁ ସେମାନଙ୍କର ସ୍ଥାନ ନ ଥିଲା I
# caves and holes in the ground
କେତେକ ଗୁହାରେ ଓ କେତେକ ଗହ୍ବରରେ ବାସ କଲେ