or_tn/heb/11/36.md

1.2 KiB

Others had testing in mocking and whippings

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଲୋକମାନେ ଅନ୍ୟମାନଙ୍କୁ ବିଦ୍ରୂପ କଲେ ଓ କୋରଡା ପ୍ରହାର କଲେ” (ଦେଖ: rc://*/ta/man/translate/figs-activepassive)

Others had testing in mocking and whippings, and even chains and imprisonment

ଏହାକୁ ଅନ୍ୟପଦ ସହିତ ଲେଖାଯାଇ ପାରିବ, ଯେପରି ଗୁଣବାଚକ ବିଶେଷ୍ୟଗୁଡିକୁ କ୍ରିୟା ଭାବରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେମାନଙ୍କ ଶତ୍ରୁମାନେ ସେମାନଙ୍କୁ ବିଦ୍ରୂପ ଓ କୋରଡା ପ୍ରହାର କରିବାକୁ ଏବଂ ଏପରିକି ବନ୍ଧନ କରି କାରାବାସରେ ରଖିବାକୁ ଅନୁମତି ଦେଇ ଈଶ୍ବର ଅନ୍ୟମାନଙ୍କୁ ପରୀକ୍ଷା କଲେ” (ଦେଖ: rc://*/ta/man/translate/figs-abstractnouns)