or_tn/heb/11/34.md

1.1 KiB

extinguished the power of fire, escaped the edge of the sword

ଏସବୁ ଈଶ୍ବର ବିଶ୍ବାସୀମାନଙ୍କୁ ମୃତ୍ୟୁରୁ ରକ୍ଷା କରିଥିବା କେତେକ ମାର୍ଗ ଅଟେ I ଅନ୍ୟଏକ ଅନୁବାଦରେ: “ସେମାନେ ଆପଣା ଆପଣାକୁ ପ୍ରଜ୍ବଳିତ ଅଗ୍ନିରୁ ରକ୍ଷା କଲେ, ସେମାନେ ଆପଣାକୁ ଶତ୍ରୁମାନେ ବଧ କରିବାରୁ ରକ୍ଷା କଲେ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-metonymy]])

were healed of illnesses

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କଠାରୁ ସୁସ୍ଥତା ପାଇଲେ” (ଦେଖ: rc://*/ta/man/translate/figs-activepassive)

became mighty in battle, and defeated

ଅତଏବ ସେମାନେ ଯୁଦ୍ଧରେ ଶକ୍ତିଶାଳୀ ହୋଇ ପରାସ୍ତ କଲେ