or_tn/heb/11/19.md

1.6 KiB

God was able to raise up Isaac from the dead

ଈଶ୍ବର ଇସହାକଙ୍କୁ ପୁନର୍ବାର ଜୀବିତ କରିବାକୁ ସମର୍ଥ ଥିଲେ

to raise up ... from the dead

ଏହି ପଦରେ, “ଉଠାଇବା” ଅର୍ଥ ପୁନର୍ବାର ଜୀବିତ କରିବା I “ମୃତମାନଙ୍କ ମଧ୍ୟରୁ” ପଦଗୁଡିକ ସମସ୍ତ ମୃତଲୋକମାନେ ଏକତ୍ର ଭୂଗର୍ଭରେ ରହିଥିବା ବିଷୟକୁ ବୁଝାଏ I

figuratively speaking

କହିବାକୁ ଗଲେ I ଏହାର ଅର୍ଥ ଯାହା ଲେଖକ ଏହା ପରେ କହୁଛନ୍ତି ତାହା ଆକ୍ଷରିକ ଭାବରେ ବୁଝିବା ନିମନ୍ତେ ନୁହେଁ I ଈଶ୍ବର ଆକ୍ଷରିକଭାବରେ ଇସହାକଙ୍କୁ ମୃତ୍ୟୁରୁ ଉଠାଇ ଆଣି ନଥିଲେ I କିନ୍ତୁ ଯେହେତୁ ଅବ୍ରାହାମ ଇସହାକଙ୍କୁ ଉତ୍ସର୍ଗ କରିବାକୁ ଉଦ୍ୟତ ଥିବା ସମୟରେ ଈଶ୍ବର ତାହାଙ୍କୁ ଅଟକାଇଲେ, ଏହା ଯେପରି ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଫେରାଇ ଆଣିବା ସଦୃଶ ଥିଲା I

it was from them

ଏହା ମୃତମାନଙ୍କ ମଧ୍ୟରୁ ଥିଲା

he received him back

ଅବ୍ରାହାମ ଇସହାକଙ୍କୁ ଫେରି ପାଇଲେ