or_tn/heb/11/16.md

767 B

heavenly one

ସ୍ବର୍ଗୀୟ ଦେଶ କିମ୍ବା “ସ୍ବର୍ଗରେ ଥିବା ଦେଶ”

God is not ashamed to be called their God

ଏହାକୁ କର୍ତ୍ତୃବାଚ୍ୟରେ ଓ ସାକାରାତ୍ମକ ଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ସେମାନଙ୍କୁ ଆପଣା ଈଶ୍ବର ବୋଲି ଖ୍ୟାତ ହେବାରେ ସନ୍ତୁଷ୍ଟ ଅଟନ୍ତି” କିମ୍ବା “ଈଶ୍ବର ସେମାନଙ୍କର ଈଶ୍ବର ବୋଲି ଖ୍ୟାତ ହେବାକୁ ଗର୍ବିତ ଅଟନ୍ତି” (ଦେଖ: rc://*/ta/man/translate/figs-activepassive)