or_tn/heb/11/13.md

1.8 KiB

without receiving the promises

ଏହା ପ୍ରତିଜ୍ଞାସମୂହ ବିଷୟରେ କହେ ଯେପରି ସେସବୁ ଏପରି ବିଷୟ ଯାହା ଜଣେ ପ୍ରାପ୍ତ ହେବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ସେମାନଙ୍କୁ ପ୍ରତିଜ୍ଞା କରିଥିବା ବିଷୟ ପ୍ରାପ୍ତ ନହୋଇ” (ଦେଖ: rc://*/ta/man/translate/figs-metaphor)

after seeing and greeting them from far off

ଭବିଷ୍ୟତର ପ୍ରତିଜ୍ଞାତ ଘଟଣାଗୁଡିକ ସମ୍ବନ୍ଧରେ କୁହାଯାଏ ଯେପରି ସେମାନେ ବହୁଦୂରରୁ ପହଞ୍ଚୁଥିବା ଯାତ୍ରୀଗଣ ଅଟନ୍ତି I ଅନ୍ୟଏକ ଅନୁବାଦରେ: “ଈଶ୍ବର ଭବିଷ୍ୟତରେ କଅଣ କରିବେ, ତାହା ଜ୍ଞାତ ହେଲା ପରେ” (ଦେଖ: rc://*/ta/man/translate/figs-metaphor)

they admitted

ସେମାନେ ସ୍ବୀକାର କଲେ କିମ୍ବା “ସେମାନେ ଗ୍ରହଣ କଲେ”

they were foreigners and exiles on earth

ଏଠାରେ “ବିଦେଶୀ” ଓ “ପ୍ରବାସୀ”ର ଅର୍ଥ ମୌଳିକଭାବରେ ସମାନ ଅଟେ I ଏହା ଗୁରୁତ୍ବାରୋପ କରେ ଯେ ଏହି ପୃଥିବୀ ସେମାନଙ୍କର ପ୍ରକୃତ ଗୃହ ନ ଥିଲା I ସେମାନେ ସେମାନଙ୍କର ପ୍ରକୃତ ଗୃହ ନିମନ୍ତେ ଅପେକ୍ଷା କରୁଥିଲେ, ଯାହା ଈଶ୍ବର ସେମାନଙ୍କ ନିମନ୍ତେ ନିର୍ମାଣ କରିବେ I (ଦେଖ: rc://*/ta/man/translate/figs-doublet)