or_tn/heb/11/04.md

1.6 KiB

Connecting Statement:

ଲେଖକ ତେବେ ବିଶ୍ବାସରେ ଜୀବନ ଯାପନ କରିଥିବା ଅନେକ ଲୋକମାନଙ୍କ ଦୃଷ୍ଟାନ୍ତ (ଅଧିକାଂଶ ପୁରାତନର ଲେଖାରୁ)ଦେଉଛନ୍ତି, ଏପରିକି ଯଦିଓ ସେମାନେ ପୃଥିବୀରେ ବାସ କରୁଥିବା ସମୟରେ ଈଶ୍ବର ଯାହା ପ୍ରତିଜ୍ଞା କରିଥିଲେ, ତାହା ପ୍ରାପ୍ତ ହୋଇ ନଥିଲେ I

he was attested to be righteous

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ତାହାଙ୍କୁ ଧାର୍ମିକ ହେବା ସାକ୍ଷ୍ୟ ଦେଇଥିଲେ” କିମ୍ବା “ଈଶ୍ବର ସାକ୍ଷ୍ୟ ଦେଇଥିଲେ ଯେ ହେବଲ ଧାର୍ମିକ ଥିଲେ” (ଦେଖ: rc://*/ta/man/translate/figs-activepassive)

Abel still speaks

ଶାସ୍ତ୍ର ପଠନ ଓ ହେବଲଙ୍କ ସମ୍ବନ୍ଧରେ ଶିକ୍ଷା କରିବା ବିଷୟରେ କୁହାଯାଏ ଯେପରି ହେବଲ ଏପର୍ଯ୍ୟନ୍ତ କଥା କହୁଛନ୍ତି I ଅନ୍ୟଏକ ଅନୁବାଦରେ: “ଯାହା ହେବଲ କରିଥିଲେ ସେଥିରୁ ଆମ୍ଭେମାନେ ଏପର୍ଯ୍ୟନ୍ତ ଶିକ୍ଷା ଲାଭ କରୁଅଛୁ” (ଦେଖ: rc://*/ta/man/translate/figs-metaphor)