or_tn/heb/10/29.md

2.5 KiB

How much worse punishment do you think one deserves ... grace?

ଲେଖକ ସେମାନଙ୍କ ନିମନ୍ତେ ଦଣ୍ଡର ଭୟାବହତାକୁ ଗୁରୁତ୍ବାରୋପ କରନ୍ତି ଯେଉଁମାନେ ଖ୍ରୀଷ୍ଟଙ୍କୁ ଅଗ୍ରାହ୍ୟ କରନ୍ତି I ଅନ୍ୟଏକ ଅନୁବାଦରେ: “ଏହା ଭୟାନକ ଦଣ୍ଡ ଥିଲା I କିନ୍ତୁ ଦଣ୍ଡ ଯେକୌଣସି ବ୍ୟକ୍ତି ନିମନ୍ତେ ଏପରିକି ମହା ଭୟାନକ ହେବ ...ଅନୁଗ୍ରହ!” (ଦେଖ: rc://*/ta/man/translate/figs-rquestion)

has trampled underfoot the Son of God

ଖ୍ରୀଷ୍ଟଙ୍କୁ ତୁଚ୍ଛ କରିବା ଓ ତାହାଙ୍କୁ ନିନ୍ଦା ପରିହାସ କରିବା ବିଷୟରେ କୁହାଯାଏ ଯେପରି କେହିଜଣେ ତାହାଙ୍କ ଉପରେ ଚାଲୁ ଅଛି I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କ ପୁତ୍ରଙ୍କୁ ଅଗ୍ରାହ୍ୟ କରି ଅଛନ୍ତି” (ଦେଖ: rc://*/ta/man/translate/figs-metaphor)

the Son of God

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

who treated the blood of the covenant as unholy

ଏହା ଦର୍ଶାଏ ଯେ କିପରି ଜଣେ ବ୍ୟକ୍ତି ଈଶ୍ବରଙ୍କ ପୁତ୍ରଙ୍କୁ ପଦଦଳିତ କରି ଅଛି I ଅନ୍ୟଏକ ଅନୁବାଦରେ: “ନିୟମର ରକ୍ତକୁ ଅପବିତ୍ରଭାବରେ ବ୍ୟବହାର କରି”

the blood of the covenant

ଏଠାରେ “ରକ୍ତ” ଖ୍ରୀଷ୍ଟଙ୍କର ମୃତ୍ୟୁକୁ ବୁଝାଏ, ଯାହାଦ୍ବାରା ଈଶ୍ବର ନୂତନ ନିୟମ ସ୍ଥାପନ କଲେ I

the blood by which he was sanctified

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁ ରକ୍ତ ଦ୍ବାରା ଈଶ୍ବର ତାହାଙ୍କୁ ପବିତ୍ରୀକୃତ କରିଥିଲେ” (ଦେଖ: rc://*/ta/man/translate/figs-activepassive)

the Spirit of grace

ଈଶ୍ବରଙ୍କ ଆତ୍ମା, ଯେ ଅନୁଗ୍ରହ ପ୍ରଦାନ କରନ୍ତି