or_tn/heb/10/23.md

1.5 KiB

Let us also hold tightly to the confession of our hope

ଏଠାରେ “ଦୃଢ଼ରୂପେ ଧରି ରଖ” ଏକ ରୂପକ ଅଟେ ଯାହା ଏପରି ଜଣେ ବ୍ୟକ୍ତିକୁ ବୁଝାଏ ଯେ କି କିଛି କରିବା ନିମନ୍ତେ ଦୃଢ଼ସଂକଳ୍ପ କରି କାର୍ଯ୍ୟ ବନ୍ଦ କରିବାକୁ ମାନି ନ ଥାଏ I ଗୁଣବାଚକ ବିଶେଷ୍ୟ “ସ୍ବୀକାର” ଓ “ଭରସା”କୁ କ୍ରିୟାଭାବରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଆସୁ ଆମ୍ଭେମାନେ ପ୍ରଭୁଙ୍କଠାରୁ ଯାହା ଦୃଢ଼ଭାବରେ ଭରସା କରୁଅଛୁ, ତାହା ନିରନ୍ତର ସ୍ବୀକାର କରିବାକୁ ଦୃଢ଼ ସଂକଳ୍ପ କରୁ” (ଦେଖ: [[rc:///ta/man/translate/figs-metaphor]] ଏବଂ [[rc:///ta/man/translate/figs-abstractnouns]])

without wavering

କୌଣସି ବିଷୟରେ ଅନିଶ୍ଚିତ ହେବା ସମ୍ବନ୍ଧରେ କୁହାଯାଏ ଯେପରି ସେ ଟଳମଳ ହେଉ ଅଛି ବା ଗୋଟିଏ ପାଖରୁ ଆଉ ଗୋଟିଏ ପାଖକୁ ଆଉଜି ପଡ଼ୁଛି I ଅନ୍ୟଏକ ଅନୁବାଦରେ: “ଅନିଶ୍ଚିତ ନ ହୋଇ” କିମ୍ବା “ସନ୍ଦେହ ନ କରି” (ଦେଖ: rc://*/ta/man/translate/figs-metaphor)