or_tn/heb/10/13.md

815 B

until his enemies are made a stool for his feet

ଖ୍ରୀଷ୍ଟଙ୍କ ଶତ୍ରୁମାନଙ୍କର ଅବନତ ହେବା ବିଷୟରେ କୁହାଯାଏ ଯେପରି ସେମାନେ ତାହାଙ୍କ ପାଦର ବିଶ୍ରାମ ସ୍ଥାନ ସଦୃଶ ହେଲେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ : “ଈଶ୍ବର ଖ୍ରୀଷ୍ଟଙ୍କର ଶତ୍ରୁମାନଙ୍କୁ ଅବନତ କରିବା ଏବଂ ସେମାନେ ତାହାଙ୍କର ପାଦପୀଠ ହେବା ପର୍ଯ୍ୟନ୍ତ” (ଦେଖ: [[rc:///ta/man/translate/figs-metaphor]] ଏବଂ [[rc:///ta/man/translate/figs-activepassive]])